Open on YouTube

Audience and activity

Subscribers1.8K
Views per video193median of the last 30
Views per subscriber0.11how many actually watch
Comments per video0median
Uploads per month0.2
Last upload23d ago2026-09-26
Total views170K
Total videos742
Long-form / Shorts3% / 51%

Counts come from the YouTube Data API and are refreshed regularly; medians are computed from the channel's last 30 videos.

What Shubhapallaba makes

Topics odia literature, stories, essays, poetry, audiobooks

ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ ଏବଂ କବିତାକୁ ନେଇ ପ୍ରକାଶ କରିବାର ପ୍ରଚେଷ୍ଟା କରିଛୁ ଏହି ”ନବପଲ୍ଲବ” । ବସନ୍ତ ଋତୁର ଆଗମନରେ ଯେମିତି ପତ୍ରଝଡ଼ା ଦେଇଥିବା ବୃକ୍ଷରେ ନୂଆ ପତ୍ର ଗଜରୁଥାଏ, ଠିକ୍ ସେମିତି କିଛି ନୂଆ ନୂଆ ଲେଖାକୁ ନେଇ ପ୍ରସ୍ତୁତ ହୋଇଛି ଏହି ପତ୍ରିକାଟି । ଏହି ପତ୍ରିକାଟି ଇ-ପତ୍ରିକା ହୋଇଥିବାରୁ ଏହାକୁ ପଢ଼ିବାକୁ କୌଣସି ମୂଲ୍ୟ ଲାଗିବ ନାହିଁ ଏବଂ ଲେଖକମାନଙ୍କୁ କୌଣସି ମୂଲ୍ୟ ପ୍ରଦାନ କରାଯାଇନାହିଁ । ପତ୍ରିକାର ଲେଖାଗୁଡ଼ିକ ଇ-ମେଲ ମାଧ୍ୟମରେ ଗ୍ରହଣ କରାଯାଇଛି । ପତ୍ରିକାରେ ସ୍ଥାନିତ ଲେଖାଗୁଡ଼ିକର ଉତ୍ତରଦାୟୀ ଲେଖକମାନେ ନିଜେ ଏବଂ ପ୍ରକାଶିତ ସମସ୍ତ ଲେଖାର ସତ୍ୱାଧିକାର କେବଳ ଲେଖକମାନଙ୍କର । ପ୍ରକାଶିତ କୌଣସି ଲେଖାର ପୁନଃ-ପ୍ରକାଶନ ପାଇଁ ଲେଖକମାନଙ୍କର ଅନୁମତି ନିତ୍ୟାନ୍ତ ଆବଶ୍ୟକ । ଓଡ଼ିଆ ଭାଷାରେ ପ୍ରକାଶିତ ହେଉଥିବା ପତ୍ରିକାଗୁଡ଼ିକ କେବଳ ଓଡ଼ିଆ ଲିପିରେ ପ୍ରକାଶ ପାଉଛି । ମାତ୍ର, ଯେଉଁମାନେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ିନାହାନ୍ତି, ସେମାନଙ୍କର ଓଡ଼ିଆ ଲିପି ସ‌ହ ସମ୍ପର୍କ ସେତେଟା ଅଧିକ ନାହିଁ, କିମ୍ବା ଗପ ପଢ଼ିବା ଅପେକ୍ଷା ଶୁଣିବାରେ ଅଧିକ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଓଡ଼ିଆରେ ପ୍ରଥମଥର ପାଇଁ ଅଡ଼ିଓ ଭାବରେ ରେକର୍ଡ଼ି କରି ପ୍ରଥମ ଅଡ଼ିଓ ପତ୍ରିକା କରିବାର ପ୍ରଚେଷ୍ଟା କରିଛୁ ।

Features other people

Recent videos

TitlePublishedViewsLength
Odia Bhagabata 1st Part Episode 12026-09-2635511 min
ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମା ପୂଜା ଶୁଭେଚ୍ଛା #shubhapallaba #shorts Happy Biswakarma PujaShort2026-09-171310 min
Shubhapallaba is live!Short2026-09-1700 min
ଆଇଚେ ନୂଆଁଖାଇ #shubhapallaba #shorts Aiche Nuakhai (Nuakhai Juhar)Short2026-09-151.2K0 min
Wishing you and your family a blessed Ganesh Chaturthi filled with love, laughter and togetherness.Short2026-09-14100 min
Sow the seeds of curiosity and you’ll reap a harvest of possibilities. #shorts #shubhapallabaShort2026-09-13290 min
Protect your peace at all costs. Life is way too short to waste #shorts #shubhapallabaShort2026-09-09100 min
Happy Teachers Day #shubhapallaba #shorts [ଗୁରୁ ଦିବସ]Short2026-09-05250 min
Happy Janmashtmi #shubhapallaba #shorts (ଜନ୍ମାଷ୍ଟମୀର ଶୁଭେଚ୍ଛା)Short2026-09-04100 min
କ'ଣ ସତରେ ଏହା ସମ୍ଭବ?? #shubhapallaba #shorts2026-09-02281 min

Contact Shubhapallaba

Email none found in the channel description

YouTube youtube.com/@shubhapallaba

Contacts come only from what the channel publishes — its description and linked website.

Channels like Shubhapallaba

Same topics, similar size.

Looking for more channels like this? Search the directory by topic, size, content type and who they feature.

Find similar channels